or_tn/act/10/17.md

16 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# Peter was very confused
ଏହାର ଅର୍ଥ ହେଉଛି ଯେ ପିତରଙ୍କୁ ଦର୍ଶନଟିର ଅର୍ଥ ବୁଝିବା କଷ୍ଟକର ହୋଇଥିଲା I
# behold
ଏଠାରେ “ଦେଖ” ଶବ୍ଦଟି ଆମ୍ଭମାନଙ୍କୁ ପରବର୍ତ୍ତୀ ଆଶ୍ଚର୍ଯଚକିତକାରୀ ସୂଚନା ପ୍ରତି ଧ୍ୟାନ ଦେବାକୁ ସତର୍କ କରାଇଦିଏ, ଏହି କ୍ଷେତ୍ରରେ ଦୁଇ ଜଣ ଲୋକ ଦ୍ବାର ନିକଟରେ ଠିଆ ହୋଇଥିବା ବିଷୟ I
# stood before the gate
ଗୃହର ଦ୍ବାର ନିକଟରେ ଠିଆ ହୋଇଛନ୍ତି I ଏହା ସୂଚିତ କରେ ଯେ ଗୃହର ଏକ ପ୍ରାଚୀର ଥିଲା ଓ ତହିଁ ମଧ୍ୟକୁ ପ୍ରବେଶ କରିବାପାଇଁ ପ୍ରାଚୀରରେ ଗୋଟିଏ ଦ୍ବାର ଥିଲା I (ଦେଖ: [[rc://*/ta/man/translate/figs-explicit]])
# after they had asked their way to the house
ସେମାନେ ଗୃହରେ ପହଞ୍ଚିବା ପୂର୍ବରୁ ଏହା ଘଟିଥିଲା I ଯେପରି USTରେ କରାଇଯାଇଛି ସେପରି ଏହାକୁ ଆଗରୁ କୁହାଯାଇପାରିବ I