or_tn/act/09/41.md

570 B

gave her his hand and lifted her up

ପିତର ତାଙ୍କର ହସ୍ତ ଧରିଲେ ଓ ତାଙ୍କୁ ଠିଆହେବାପାଇଁ ସାହାଯ୍ୟ କଲେ I

the believers and the widows

ବିଧବାମାନେ ମଧ୍ୟ ସମ୍ଭବତଃ ବିଶ୍ବାସୀ ଥିଲେ କିନ୍ତୁ ନିର୍ଦ୍ଦିଷ୍ଟ ଭାବରେ ଉଲ୍ଲେଖ କରାଯାଇଛି କାରଣ ଟାବୀଥା ସେମାନଙ୍କ ପାଇଁ ଅତି ମହତ୍ବପୂର୍ଣ୍ଣ ଥିଲେ I