# gave her his hand and lifted her up ପିତର ତାଙ୍କର ହସ୍ତ ଧରିଲେ ଓ ତାଙ୍କୁ ଠିଆହେବାପାଇଁ ସାହାଯ୍ୟ କଲେ I # the believers and the widows ବିଧବାମାନେ ମଧ୍ୟ ସମ୍ଭବତଃ ବିଶ୍ବାସୀ ଥିଲେ କିନ୍ତୁ ନିର୍ଦ୍ଦିଷ୍ଟ ଭାବରେ ଉଲ୍ଲେଖ କରାଯାଇଛି କାରଣ ଟାବୀଥା ସେମାନଙ୍କ ପାଇଁ ଅତି ମହତ୍ବପୂର୍ଣ୍ଣ ଥିଲେ I