or_tn/act/09/40.md

705 B

୪୨ ପଦରେ ଟାବୀଥାର ଘଟଣା ଶେଷ ହେଉଛି I ୪୩ ପଦ କୁହେ ଯେ ଘଟଣାଟି ଶେଷ ହେଲା ପରେ ପିତରଙ୍କ ପ୍ରତି କ’ଣ ଘଟିଲା I (ଦେଖ: rc://*/ta/man/translate/writing-endofstory)

put them all out of the room

ସମସ୍ତେ କୋଠରୀରୁ ବାହାରିଯିବା ପାଇଁ ସେମାନଙ୍କୁ କହିଲେ I ପିତର ସମସ୍ତଙ୍କୁ ବାହାରିଯିବା ପାଇଁ କହିଲେ ଯେପରି ସେ ଏକୁଟିଆ ଟାବୀଥାଙ୍କ ପାଇଁ ପ୍ରାର୍ଥନା କରିପାରିବେ I