# ୪୨ ପଦରେ ଟାବୀଥାର ଘଟଣା ଶେଷ ହେଉଛି I ୪୩ ପଦ କୁହେ ଯେ ଘଟଣାଟି ଶେଷ ହେଲା ପରେ ପିତରଙ୍କ ପ୍ରତି କ’ଣ ଘଟିଲା I (ଦେଖ: [[rc://*/ta/man/translate/writing-endofstory]]) # put them all out of the room ସମସ୍ତେ କୋଠରୀରୁ ବାହାରିଯିବା ପାଇଁ ସେମାନଙ୍କୁ କହିଲେ I ପିତର ସମସ୍ତଙ୍କୁ ବାହାରିଯିବା ପାଇଁ କହିଲେ ଯେପରି ସେ ଏକୁଟିଆ ଟାବୀଥାଙ୍କ ପାଇଁ ପ୍ରାର୍ଥନା କରିପାରିବେ I