or_tn/act/09/36.md

1.2 KiB

General Information:

ଏହି ପଦଗୁଡ଼ିକ ଟାବୀଥା ନାମକ ଜଣେ ସ୍ତ୍ରୀଲୋକ ବିଷୟରେ ପୃଷ୍ଠଭୂମି ସୂଚନା ଦେଇଥାଏ I (ଦେଖ: rc://*/ta/man/translate/writing-background)

Connecting Statement:

ଲୂକ ପିତରଙ୍କ ବିଷୟରେ ଏକ ନୂଆ ଘଟଣା ସହିତ ବୃତ୍ତାନ୍ତଟିକୁ ଜାରି ରଖୁଛନ୍ତି I

Now there was

ଏହା ଘଟଣାଟିରେ ଏକ ନୂଆ ଅଂଶର ପରିଚୟ କରାଏ I (ଦେଖ: rc://*/ta/man/translate/writing-newevent)

Tabitha, which is translated as ""Dorcas.

ତାହାର ନାମ ଆରାମୀୟ ଭାଷାରେ ଟାବୀଥା ଓ ଗ୍ରୀକ୍ ଭାଷାରେ ଦର୍କା ଅଟେ I ଉଭୟ ନାମର ଅର୍ଥ “ହରିଣୀ I” ବିକଳ୍ପ ଅନୁବାଦ: “ତାହାର ନାମ ଗ୍ରୀକ୍ ଭାଷାରେ ଦର୍କା ଥିଲା” (ଦେଖ: rc://*/ta/man/translate/translate-names)

full of good works

ଅନେକ ସତ୍ କାର୍ଯ୍ୟ କରୁଥିଲେ