or_tn/act/09/36.md

20 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଏହି ପଦଗୁଡ଼ିକ ଟାବୀଥା ନାମକ ଜଣେ ସ୍ତ୍ରୀଲୋକ ବିଷୟରେ ପୃଷ୍ଠଭୂମି ସୂଚନା ଦେଇଥାଏ I (ଦେଖ: [[rc://*/ta/man/translate/writing-background]])
# Connecting Statement:
ଲୂକ ପିତରଙ୍କ ବିଷୟରେ ଏକ ନୂଆ ଘଟଣା ସହିତ ବୃତ୍ତାନ୍ତଟିକୁ ଜାରି ରଖୁଛନ୍ତି I
# Now there was
ଏହା ଘଟଣାଟିରେ ଏକ ନୂଆ ଅଂଶର ପରିଚୟ କରାଏ I (ଦେଖ: [[rc://*/ta/man/translate/writing-newevent]])
# Tabitha, which is translated as ""Dorcas.
ତାହାର ନାମ ଆରାମୀୟ ଭାଷାରେ ଟାବୀଥା ଓ ଗ୍ରୀକ୍ ଭାଷାରେ ଦର୍କା ଅଟେ I ଉଭୟ ନାମର ଅର୍ଥ “ହରିଣୀ I” ବିକଳ୍ପ ଅନୁବାଦ: “ତାହାର ନାମ ଗ୍ରୀକ୍ ଭାଷାରେ ଦର୍କା ଥିଲା” (ଦେଖ: [[rc://*/ta/man/translate/translate-names]])
# full of good works
ଅନେକ ସତ୍ କାର୍ଯ୍ୟ କରୁଥିଲେ