or_tn/act/09/30.md

735 B

the brothers

“”ଭାଇମାନେ” ଶବ୍ଦଟି ଯିରୂଶାଲମର ବିଶ୍ବାସୀମାନଙ୍କୁ ବୁଝାଏ I

brought him down to Caesarea

ଏଠାରେ “ତାହାଙ୍କୁ ତଳକୁ ନେଇଆସିଲେ” ବାକ୍ୟାଂଶଟି ବ୍ୟବହାର କରାଯାଇଛି କାରଣ କାଇସରୀଆ ଯିରୂଶାଲମଠାରୁ ଉଚ୍ଚତାରେ ତଳକୁ ଥିଲା I

sent him away to Tarsus

କାଇସରୀଆ ଏକ ସାମୁଦ୍ରିକ ବନ୍ଦର ଥିଲା I ଭାଇମାନେ ସମ୍ଭବତଃ ଜାହାଜରେ ପାଉଲଙ୍କୁ ତାର୍ଷକୁ ପଠାଇଦେଲେ I