# the brothers “”ଭାଇମାନେ” ଶବ୍ଦଟି ଯିରୂଶାଲମର ବିଶ୍ବାସୀମାନଙ୍କୁ ବୁଝାଏ I # brought him down to Caesarea ଏଠାରେ “ତାହାଙ୍କୁ ତଳକୁ ନେଇଆସିଲେ” ବାକ୍ୟାଂଶଟି ବ୍ୟବହାର କରାଯାଇଛି କାରଣ କାଇସରୀଆ ଯିରୂଶାଲମଠାରୁ ଉଚ୍ଚତାରେ ତଳକୁ ଥିଲା I # sent him away to Tarsus କାଇସରୀଆ ଏକ ସାମୁଦ୍ରିକ ବନ୍ଦର ଥିଲା I ଭାଇମାନେ ସମ୍ଭବତଃ ଜାହାଜରେ ପାଉଲଙ୍କୁ ତାର୍ଷକୁ ପଠାଇଦେଲେ I