or_tn/act/09/21.md

1.4 KiB

All who heard him

“ସମସ୍ତେ” ଶବ୍ଦଟି ସର୍ବ ସାଧାରଣ ଅର୍ଥରେ ବ୍ୟବହୃତ I ବିକଳ୍ପ ଅନୁବାଦ: “ଯେଉଁମାନେ ତାହାଙ୍କୁ ଶୁଣିଲେ” କିମ୍ବା “ଅନେକେ ଯେଉଁମାନେ ତାହାଙ୍କୁ ଶୁଣିଲେ” (ଦେଖ: rc://*/ta/man/translate/figs-hyperbole)

Is not this the man who destroyed those in Jerusalem who called on this name?

ଏହା ଏକ ପ୍ରଭାବକାରୀ ଓ ନକରାତ୍ମକ ପ୍ରଶ୍ନ ଯାହା ଗୁରୁତ୍ବ ଦିଏ ଯେ ଶାଉଲ ପ୍ରକୃତରେ ସେହି ବ୍ୟକ୍ତି ଯେ ବିଶ୍ବାସୀମାନଙ୍କୁ ତାଡ଼ନା କରିଥିଲେ I ବିକଳ୍ପ ଅନୁବାଦ: “ଏ ସେହି ବ୍ୟକ୍ତି ଯେ ଯୀଶୁଙ୍କ ନାମ ଧରି ପ୍ରାର୍ଥନା କରୁଥିବା ଲୋକମାନଙ୍କୁ ଯିରୂଶାଲମରେ ଉଚ୍ଛିନ୍ନ କରୁଥିଲା!” (ଦେଖ: rc://*/ta/man/translate/figs-rquestion)

this name

ଏଠାରେ “ନାମ” ଯୀଶୁଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଯୀଶୁଙ୍କର ନାମ” (ଦେଖ: rc://*/ta/man/translate/figs-metonymy)