# All who heard him “ସମସ୍ତେ” ଶବ୍ଦଟି ସର୍ବ ସାଧାରଣ ଅର୍ଥରେ ବ୍ୟବହୃତ I ବିକଳ୍ପ ଅନୁବାଦ: “ଯେଉଁମାନେ ତାହାଙ୍କୁ ଶୁଣିଲେ” କିମ୍ବା “ଅନେକେ ଯେଉଁମାନେ ତାହାଙ୍କୁ ଶୁଣିଲେ” (ଦେଖ: [[rc://*/ta/man/translate/figs-hyperbole]]) # Is not this the man who destroyed those in Jerusalem who called on this name? ଏହା ଏକ ପ୍ରଭାବକାରୀ ଓ ନକରାତ୍ମକ ପ୍ରଶ୍ନ ଯାହା ଗୁରୁତ୍ବ ଦିଏ ଯେ ଶାଉଲ ପ୍ରକୃତରେ ସେହି ବ୍ୟକ୍ତି ଯେ ବିଶ୍ବାସୀମାନଙ୍କୁ ତାଡ଼ନା କରିଥିଲେ I ବିକଳ୍ପ ଅନୁବାଦ: “ଏ ସେହି ବ୍ୟକ୍ତି ଯେ ଯୀଶୁଙ୍କ ନାମ ଧରି ପ୍ରାର୍ଥନା କରୁଥିବା ଲୋକମାନଙ୍କୁ ଯିରୂଶାଲମରେ ଉଚ୍ଛିନ୍ନ କରୁଥିଲା!” (ଦେଖ: [[rc://*/ta/man/translate/figs-rquestion]]) # this name ଏଠାରେ “ନାମ” ଯୀଶୁଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଯୀଶୁଙ୍କର ନାମ” (ଦେଖ: [[rc://*/ta/man/translate/figs-metonymy]])