20 lines
1.8 KiB
Markdown
20 lines
1.8 KiB
Markdown
# General Information:
|
|
|
|
ଏଠାରେ “ତୁମ୍ଭେ” ଶବ୍ଦଟି ଏକବଚନ ଓ ଶାଉଲଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-you]])
|
|
|
|
# Connecting Statement:
|
|
|
|
ଶାଉଲ ରହୁଥିବା ଗୃହକୁ ହନନିୟ ଯାଉଛନ୍ତି I ଶାଉଲ ସୁସ୍ଥ ହୋଇଗଲା ପରେ ଘଟଣାଟି ହନନିୟଙ୍କଠାରୁ ଫେରି ଶାଉଲଙ୍କ ପାଖକୁ ସ୍ଥାନାନ୍ତରିତ ହେଉଛି I
|
|
|
|
# So Ananias departed, and entered into the house
|
|
|
|
ଏହା କହିବା ସହାୟକ ହେବ ଯେ ଭିତରକୁ ପ୍ରବେଶ କରିବା ପୂର୍ବରୁ ହନନିୟ ଗୃହକୁ ଗଲେ I ବିକଳ୍ପ ଅନୁବାଦ: “ସେଥିରେ ହନନିୟ ଗଲେ ଓ ଶାଉଲ ରହୁଥିବା ଗୃହ ଠାବ କରିବା ପରେ ସେଠାରେ ପ୍ରବେଶ କଲେ”
|
|
|
|
# Laying his hands on him
|
|
|
|
ହନନିୟ ଶାଉଲଙ୍କ ଉପରେ ହସ୍ତ ଥୋଇଲେ I ଏହା ଶାଉଲଙ୍କୁ ଆଶୀର୍ବାଦ ଦେବାର ଏକ ଚିହ୍ନ ଅଟେ I (ଦେଖ: [[rc://*/ta/man/translate/translate-symaction]])
|
|
|
|
# so that you might receive your sight and be filled with the Holy Spirit
|
|
|
|
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେ ଦୃଷ୍ଟି ପାଅ ଓ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୁଅ, ସେଥିନିମନ୍ତେ ସେ ମୋତେ ପ୍ରେରଣ କରିଅଛନ୍ତି” (ଦେଖ: [[rc://*/ta/man/translate/figs-activepassive]])
|