or_tn/act/09/17.md

1.8 KiB

General Information:

ଏଠାରେ “ତୁମ୍ଭେ” ଶବ୍ଦଟି ଏକବଚନ ଓ ଶାଉଲଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-you)

Connecting Statement:

ଶାଉଲ ରହୁଥିବା ଗୃହକୁ ହନନିୟ ଯାଉଛନ୍ତି I ଶାଉଲ ସୁସ୍ଥ ହୋଇଗଲା ପରେ ଘଟଣାଟି ହନନିୟଙ୍କଠାରୁ ଫେରି ଶାଉଲଙ୍କ ପାଖକୁ ସ୍ଥାନାନ୍ତରିତ ହେଉଛି I

So Ananias departed, and entered into the house

ଏହା କହିବା ସହାୟକ ହେବ ଯେ ଭିତରକୁ ପ୍ରବେଶ କରିବା ପୂର୍ବରୁ ହନନିୟ ଗୃହକୁ ଗଲେ I ବିକଳ୍ପ ଅନୁବାଦ: “ସେଥିରେ ହନନିୟ ଗଲେ ଓ ଶାଉଲ ରହୁଥିବା ଗୃହ ଠାବ କରିବା ପରେ ସେଠାରେ ପ୍ରବେଶ କଲେ”

Laying his hands on him

ହନନିୟ ଶାଉଲଙ୍କ ଉପରେ ହସ୍ତ ଥୋଇଲେ I ଏହା ଶାଉଲଙ୍କୁ ଆଶୀର୍ବାଦ ଦେବାର ଏକ ଚିହ୍ନ ଅଟେ I (ଦେଖ: rc://*/ta/man/translate/translate-symaction)

so that you might receive your sight and be filled with the Holy Spirit

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେ ଦୃଷ୍ଟି ପାଅ ଓ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୁଅ, ସେଥିନିମନ୍ତେ ସେ ମୋତେ ପ୍ରେରଣ କରିଅଛନ୍ତି” (ଦେଖ: rc://*/ta/man/translate/figs-activepassive)