or_tn/act/09/11.md

630 B

go to the street which is called Straight

ସଳଖ ନାମକ ପଥକୁ ଯାଅ

house of Judas

ଏହା ଶିଷ୍ୟ ଯିହୂଦା ନୁହେଁ ଯେ କି ଯୀଶୁଙ୍କ ସହିତ ବିଶ୍ବାତଘାତ କରିଥିଲା I ଏହି ଯିହୂଦା ଦମ୍ମେସକରେ ଗୋଟିଏ ଗୃହର କର୍ତ୍ତା ଥିଲେ, ଯେଉଁଠି ଶାଉଲ ରହୁଥିଲେ I

a man from Tarsus named Saul

ତାର୍ଷ ନଗରର ଶାଉଲ ନାମକ ଜଣେ ବ୍ୟକ୍ତି କିମ୍ବା “ତାର୍ଷର ଶାଉଲ”