# go to the street which is called Straight ସଳଖ ନାମକ ପଥକୁ ଯାଅ # house of Judas ଏହା ଶିଷ୍ୟ ଯିହୂଦା ନୁହେଁ ଯେ କି ଯୀଶୁଙ୍କ ସହିତ ବିଶ୍ବାତଘାତ କରିଥିଲା I ଏହି ଯିହୂଦା ଦମ୍ମେସକରେ ଗୋଟିଏ ଗୃହର କର୍ତ୍ତା ଥିଲେ, ଯେଉଁଠି ଶାଉଲ ରହୁଥିଲେ I # a man from Tarsus named Saul ତାର୍ଷ ନଗରର ଶାଉଲ ନାମକ ଜଣେ ବ୍ୟକ୍ତି କିମ୍ବା “ତାର୍ଷର ଶାଉଲ”