or_tn/act/09/09.md

677 B

was without sight

ଅନ୍ଧ ହୋଇଗଲେ କିମ୍ବା “କିଛି ଦେଖି ପାରିଲେ ନାହିଁ”

he neither ate nor drank

ଏହା କୁହାଯାଇନାହିଁ ଯେ ଉପାସନାର ଏକ ରୀତି ଭାବରେ କିଛି ଖିଅପିଆ ନ କରିବାକୁ ସେ ପସନ୍ଦ କଲେ, ବା ପରିସ୍ଥିତି ଦ୍ବାରା ପ୍ରପୀଡ଼ିତ ହେବାରୁ ତାଙ୍କୁ ଭୋକ ଲାଗି ନ ଥିଲା I ଏହାର କାରଣ ନିର୍ଦ୍ଦିଷ୍ଟ ଭାବରେ ନ କହିବା ଅଧିକ ଗ୍ରହଣୀୟ ଅଟେ I