# was without sight ଅନ୍ଧ ହୋଇଗଲେ କିମ୍ବା “କିଛି ଦେଖି ପାରିଲେ ନାହିଁ” # he neither ate nor drank ଏହା କୁହାଯାଇନାହିଁ ଯେ ଉପାସନାର ଏକ ରୀତି ଭାବରେ କିଛି ଖିଅପିଆ ନ କରିବାକୁ ସେ ପସନ୍ଦ କଲେ, ବା ପରିସ୍ଥିତି ଦ୍ବାରା ପ୍ରପୀଡ଼ିତ ହେବାରୁ ତାଙ୍କୁ ଭୋକ ଲାଗି ନ ଥିଲା I ଏହାର କାରଣ ନିର୍ଦ୍ଦିଷ୍ଟ ଭାବରେ ନ କହିବା ଅଧିକ ଗ୍ରହଣୀୟ ଅଟେ I