or_tn/act/09/05.md

551 B

General Information:

ଏଠାରେ ପ୍ରତ୍ୟେକ “ତୁମ୍ଭେ” ଶବ୍ଦ ଏକବଚନ ଅଟେ I

Who are you, Lord?

ଶାଉଲ ସ୍ଵୀକାର କରି ନ ଥିଲେ ଯେ ଯୀଶୁ ପ୍ରଭୁ ଅଟନ୍ତି I ସେ ଏଥିନିମନ୍ତେ ସେହି ଉପାଧି ବ୍ୟବହାର କରିଥିଲେ କାରଣ ସେ ବୁଝିଥିଲେ ଯେ ସେ କୌଣସି ଏକ ଅଲୌକିକ ଶକ୍ତି ସହିତ କଥା କହୁଛନ୍ତି I