# General Information: ଏଠାରେ ପ୍ରତ୍ୟେକ “ତୁମ୍ଭେ” ଶବ୍ଦ ଏକବଚନ ଅଟେ I # Who are you, Lord? ଶାଉଲ ସ୍ଵୀକାର କରି ନ ଥିଲେ ଯେ ଯୀଶୁ ପ୍ରଭୁ ଅଟନ୍ତି I ସେ ଏଥିନିମନ୍ତେ ସେହି ଉପାଧି ବ୍ୟବହାର କରିଥିଲେ କାରଣ ସେ ବୁଝିଥିଲେ ଯେ ସେ କୌଣସି ଏକ ଅଲୌକିକ ଶକ୍ତି ସହିତ କଥା କହୁଛନ୍ତି I