or_tn/act/09/03.md

1.3 KiB
Raw Permalink Blame History

Connecting Statement:

ମହାଯାଜକ ଶାଉଲଙ୍କୁ ପତ୍ର ଦେଲା ପରେ, ଶାଉଲ ଦମ୍ମେସକକୁ ଯାତ୍ରା କଲେ I

As he was traveling

ଶାଉଲ ଯିରୂଶାଲମ ଛାଡ଼ି ବର୍ତ୍ତମାନ ଦମ୍ମେସକକୁ ଯାତ୍ରା କରୁଛନ୍ତି I

it happened that

ଏହା ଏକ ଅଭିବ୍ୟକ୍ତି ଯାହା ଘଟଣାରେ କିଛି ଭିନ୍ନ ବିଷୟ ଘଟିବାକୁ ଯାଉଛି ବୋଲି ଦର୍ଶାଇବାକୁ ଏକ ପରିବର୍ତ୍ତନ ଚିହ୍ନ ଅଟେ I (ଦେଖ: rc://*/ta/man/translate/writing-newevent)

there shone all around him a light out of heaven

ଆକାଶରୁ ଏକ ଆଲୋକ ତାହାଙ୍କର ଚାରିଆଡ଼େ ଚମକିଉଠିଲା

out of heaven

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ସ୍ବର୍ଗ, ଯେଉଁଠାରେ ଈଶ୍ବର ବାସ କରନ୍ତି କିମ୍ବା ) ଆକାଶ I ପ୍ରଥମ ଅର୍ଥ ଅଧିକ ଗ୍ରହଣୀୟ I ଯଦି ତୁମ ଭାଷାରେ ଅନ୍ୟ ଏକ ଶବ୍ଦ ଅଛି ତେବେ ସେହି ଅର୍ଥ ବ୍ୟବହାର କର I