or_tn/act/09/03.md

20 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ମହାଯାଜକ ଶାଉଲଙ୍କୁ ପତ୍ର ଦେଲା ପରେ, ଶାଉଲ ଦମ୍ମେସକକୁ ଯାତ୍ରା କଲେ I
# As he was traveling
ଶାଉଲ ଯିରୂଶାଲମ ଛାଡ଼ି ବର୍ତ୍ତମାନ ଦମ୍ମେସକକୁ ଯାତ୍ରା କରୁଛନ୍ତି I
# it happened that
ଏହା ଏକ ଅଭିବ୍ୟକ୍ତି ଯାହା ଘଟଣାରେ କିଛି ଭିନ୍ନ ବିଷୟ ଘଟିବାକୁ ଯାଉଛି ବୋଲି ଦର୍ଶାଇବାକୁ ଏକ ପରିବର୍ତ୍ତନ ଚିହ୍ନ ଅଟେ I (ଦେଖ: [[rc://*/ta/man/translate/writing-newevent]])
# there shone all around him a light out of heaven
ଆକାଶରୁ ଏକ ଆଲୋକ ତାହାଙ୍କର ଚାରିଆଡ଼େ ଚମକିଉଠିଲା
# out of heaven
ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ସ୍ବର୍ଗ, ଯେଉଁଠାରେ ଈଶ୍ବର ବାସ କରନ୍ତି କିମ୍ବା ) ଆକାଶ I ପ୍ରଥମ ଅର୍ଥ ଅଧିକ ଗ୍ରହଣୀୟ I ଯଦି ତୁମ ଭାଷାରେ ଅନ୍ୟ ଏକ ଶବ୍ଦ ଅଛି ତେବେ ସେହି ଅର୍ଥ ବ୍ୟବହାର କର I