or_tn/act/08/25.md

1.2 KiB

Connecting Statement:

ଏଇଠି ଶିମୋନ ଓ ଶମିରୋଣୀୟମାନଙ୍କ ବିଷୟରେ ଥିବା ଘଟଣାର ଶେଷ ହେଉଛି I

testified

ପିତର ଓ ଯୋହନ ସେମାନେ ବ୍ୟକ୍ତିଗତଭାବରେ ଯୀଶୁଙ୍କ ବିଷୟରେ ଯାହା ଜାଣିଥିଲେ ତାହା ଶମିରୋଣୀୟମାନଙ୍କୁ କହିଲେ I

spoken the word of the Lord

ଏଠାରେ ବାକ୍ୟ “ବାର୍ତ୍ତା’ ଶବ୍ଦର ପ୍ରତିନାମ ଅଟେ I ପିତର ଓ ଯୋହନ ଶମିରୋଣୀୟମାନଙ୍କୁ ଯୀଶୁଙ୍କ ବିଷୟକ ବାର୍ତ୍ତା ବୁଝାଇଥିଲେ I (ଦେଖ: rc://*/ta/man/translate/figs-metonymy)

to many villages of the Samaritans

ଏଠାରେ “ଗ୍ରାମ” ସେଠାରେ ରହୁଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଶମିରୋଣୀୟ ଅନେକ ଗ୍ରାମଗୁଡ଼ିକରେ ରହୁଥିବା ଲୋକମାନଙ୍କୁ” (ଦେଖ: rc://*/ta/man/translate/figs-synecdoche)