or_tn/act/08/25.md

16 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଏଇଠି ଶିମୋନ ଓ ଶମିରୋଣୀୟମାନଙ୍କ ବିଷୟରେ ଥିବା ଘଟଣାର ଶେଷ ହେଉଛି I
# testified
ପିତର ଓ ଯୋହନ ସେମାନେ ବ୍ୟକ୍ତିଗତଭାବରେ ଯୀଶୁଙ୍କ ବିଷୟରେ ଯାହା ଜାଣିଥିଲେ ତାହା ଶମିରୋଣୀୟମାନଙ୍କୁ କହିଲେ I
# spoken the word of the Lord
ଏଠାରେ ବାକ୍ୟ “ବାର୍ତ୍ତା’ ଶବ୍ଦର ପ୍ରତିନାମ ଅଟେ I ପିତର ଓ ଯୋହନ ଶମିରୋଣୀୟମାନଙ୍କୁ ଯୀଶୁଙ୍କ ବିଷୟକ ବାର୍ତ୍ତା ବୁଝାଇଥିଲେ I (ଦେଖ: [[rc://*/ta/man/translate/figs-metonymy]])
# to many villages of the Samaritans
ଏଠାରେ “ଗ୍ରାମ” ସେଠାରେ ରହୁଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଶମିରୋଣୀୟ ଅନେକ ଗ୍ରାମଗୁଡ଼ିକରେ ରହୁଥିବା ଲୋକମାନଙ୍କୁ” (ଦେଖ: [[rc://*/ta/man/translate/figs-synecdoche]])