or_tn/act/08/22.md

675 B

for the intention of your heart

ଏଠାରେ “ହୃଦୟ” ଶବ୍ଦଟି ଜଣେ ଲୋକର ଭାବନାକୁ ବୁଝାଇବାକୁ ଏକ ପ୍ରତିଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ତୁମେ ଯାହା କରିବାକୁ ଇଚ୍ଛା କଲ” କିମ୍ବା “ ତୁମେ ଯାହା କରିବାକୁ ଭାବୁଥିଲ” (ଦେଖ: rc://*/ta/man/translate/figs-metonymy)

this wickedness

ଏସବୁ ମନ୍ଦ କଳ୍ପନା

he might perhaps forgive

ସେ ହୁଏତ କ୍ଷମା କରିବାକୁ ଇଚ୍ଛା କରିପାରନ୍ତି