or_tn/act/08/22.md

12 lines
675 B
Markdown
Raw Permalink Normal View History

2020-11-19 00:15:53 +00:00
# for the intention of your heart
ଏଠାରେ “ହୃଦୟ” ଶବ୍ଦଟି ଜଣେ ଲୋକର ଭାବନାକୁ ବୁଝାଇବାକୁ ଏକ ପ୍ରତିଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ତୁମେ ଯାହା କରିବାକୁ ଇଚ୍ଛା କଲ” କିମ୍ବା “ ତୁମେ ଯାହା କରିବାକୁ ଭାବୁଥିଲ” (ଦେଖ: [[rc://*/ta/man/translate/figs-metonymy]])
# this wickedness
ଏସବୁ ମନ୍ଦ କଳ୍ପନା
# he might perhaps forgive
ସେ ହୁଏତ କ୍ଷମା କରିବାକୁ ଇଚ୍ଛା କରିପାରନ୍ତି