or_tn/act/08/04.md

1.3 KiB

Connecting Statement:

ଏହା ଫିଲିପ୍ପଙ୍କର ଘଟଣା ଆରମ୍ଭ କରୁଛି ଯାହାଙ୍କୁ ଲୋକମାନେ ଜଣେ ସେବକ ଭାବରେ ମନୋନୀତ କରିଥିଲେ (ପ୍ରେରିତ ୬:୫) I

who had been scattered

ତାଡ଼ନା, ଯାହା ଛିନ୍ନ ଭିନ୍ନ ହେବାର କାରଣ, ସେ ବିଷୟରେ ଆଗରୁ କୁହାଯାଇଛି I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁମାନେ ମହାତାଡ଼ନାରୁ ପଳାୟନ କରି ଚାଲିଯାଇଥିଲେ” (ଦେଖ: rc://*/ta/man/translate/figs-activepassive)

the word

ଏହା “ବାର୍ତ୍ତା” ର ଏକ ପ୍ରତିଶବ୍ଦ I ତୁମକୁ ଏହା ସ୍ପଷ୍ଟ କରିବାକୁ ପଡିପାରେ ଯେ ବାର୍ତ୍ତାଟି ହେଉଛି ଯୀଶୁଙ୍କ ବିଷୟରେ I ବିକଳ୍ପ ଅନୁବାଦ: “ଯୀଶୁଙ୍କ ବିଷୟକ ବାର୍ତ୍ତା” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-explicit]])