or_tn/act/08/03.md

652 B

dragged out men and women

ଶାଉଲ ବଳରେ ଯିହୂଦୀ ବିଶ୍ବାସୀମାନଙ୍କୁ ଘରୁ ଘରୁ ଟାଣି ଆଣି କାରାଗାରରେ ରଖୁଥିଲେ I

house after house

ଘରେ ଘରେ ପଶି

dragged out men and women

ବଳରେ ପୁରୁଷ ଓ ସ୍ତ୍ରୀଲୋକମାନଙ୍କୁ ଟାଣିନେଲେ

men and women

ଏହା ଯୀଶୁଙ୍କଠାରେ ବିଶ୍ବାସ କରୁଥିବା ପୁରୁଷ ଓ ସ୍ତ୍ରୀଲୋକମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-explicit)