# dragged out men and women ଶାଉଲ ବଳରେ ଯିହୂଦୀ ବିଶ୍ବାସୀମାନଙ୍କୁ ଘରୁ ଘରୁ ଟାଣି ଆଣି କାରାଗାରରେ ରଖୁଥିଲେ I # house after house ଘରେ ଘରେ ପଶି # dragged out men and women ବଳରେ ପୁରୁଷ ଓ ସ୍ତ୍ରୀଲୋକମାନଙ୍କୁ ଟାଣିନେଲେ # men and women ଏହା ଯୀଶୁଙ୍କଠାରେ ବିଶ୍ବାସ କରୁଥିବା ପୁରୁଷ ଓ ସ୍ତ୍ରୀଲୋକମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-explicit]])