24 lines
2.0 KiB
Markdown
24 lines
2.0 KiB
Markdown
# General Information:
|
|
|
|
UST କରୁଥିବା ଭଳି ଏକ ପଦ ସମ୍ବନ୍ଧ ବ୍ୟବହାର କରି ସ୍ତିଫାନଙ୍କ ବିଷୟରେ ଥିବା ଘଟଣାର ଏହି ଅଂଶଗୁଡ଼ିକୁ ଘୁଞ୍ଚାଇ ନେଲେ ତୁମ ଶ୍ରୋତାମାନଙ୍କ ନିମନ୍ତେ ସହାୟକ ହୋଇପାରେ I
|
|
|
|
# Connecting Statement:
|
|
|
|
ଏହି ପଦ ଗୁଡିକରେ ଘଟଣାଟି ସ୍ତିଫାନଙ୍କ ଠାରୁ ଶାଉଲଙ୍କ ଆଡ଼କୁ ସ୍ଥାନାନ୍ତରିତ ହେଉଛି I
|
|
|
|
# So there began ... except the apostles
|
|
|
|
୧ ପଦର ଏହି ଅଂଶ ସ୍ତିଫାନଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଥିବା ତାଡନା ବିଷୟରେ ପ୍ରୁଷ୍ଠଭୂମି ସୂଚନା ଦିଏ I ୩ ପଦରେ ଶାଉଲ ବିଶ୍ବାସୀମାନଙ୍କୁ କାହିଁକି ତାଡନା କରୁଥିଲେ ଏହା ବ୍ୟାଖ୍ୟା କରୁଛି I (ଦେଖ: [[rc://*/ta/man/translate/writing-background]])
|
|
|
|
# that day
|
|
|
|
ଏହା ସ୍ତିଫାନଙ୍କ ମୃତ୍ୟୁଭୋଗ କରିଥିବା ଦିନଟିକୁ ବୁଝାଏ ([ପ୍ରେରିତ ୭:୫୯-୬୦](../07/59.md))I
|
|
|
|
# the believers were all scattered
|
|
|
|
“ସମସ୍ତେ” ଶବ୍ଦଟି ତାଡ଼ନା ସକାଶୁ ଯିରୂଶାଲମ ଛାଡ଼ି ଚାଲିଯାଇଥିବା ବହୁସଂଖ୍ୟକ ବିଶ୍ବାସୀମାନଙ୍କୁ ଏହା ସାଧାରଣତଃ ବୁଝାଏ I (ଦେଖ: [[rc://*/ta/man/translate/figs-hyperbole]])
|
|
|
|
# except the apostles
|
|
|
|
ଏହି ଉକ୍ତି ସୂଚିତ କରେ ଯେ ଯଦିଓ ପ୍ରେରିତମାନେ ମଧ୍ୟ ଏହି ମହା ତାଡ଼ନାର ସମ୍ମୁଖୀନ ହୋଇଥିଲେ ତଥାପି ସେମାନେ ଯିରୂଶାଲମରେ ରହିଥିଲେ I (ଦେଖ: [[rc://*/ta/man/translate/figs-explicit]])
|