or_tn/act/08/01.md

2.0 KiB

General Information:

UST କରୁଥିବା ଭଳି ଏକ ପଦ ସମ୍ବନ୍ଧ ବ୍ୟବହାର କରି ସ୍ତିଫାନଙ୍କ ବିଷୟରେ ଥିବା ଘଟଣାର ଏହି ଅଂଶଗୁଡ଼ିକୁ ଘୁଞ୍ଚାଇ ନେଲେ ତୁମ ଶ୍ରୋତାମାନଙ୍କ ନିମନ୍ତେ ସହାୟକ ହୋଇପାରେ I

Connecting Statement:

ଏହି ପଦ ଗୁଡିକରେ ଘଟଣାଟି ସ୍ତିଫାନଙ୍କ ଠାରୁ ଶାଉଲଙ୍କ ଆଡ଼କୁ ସ୍ଥାନାନ୍ତରିତ ହେଉଛି I

So there began ... except the apostles

୧ ପଦର ଏହି ଅଂଶ ସ୍ତିଫାନଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଥିବା ତାଡନା ବିଷୟରେ ପ୍ରୁଷ୍ଠଭୂମି ସୂଚନା ଦିଏ I ୩ ପଦରେ ଶାଉଲ ବିଶ୍ବାସୀମାନଙ୍କୁ କାହିଁକି ତାଡନା କରୁଥିଲେ ଏହା ବ୍ୟାଖ୍ୟା କରୁଛି I (ଦେଖ: rc://*/ta/man/translate/writing-background)

that day

ଏହା ସ୍ତିଫାନଙ୍କ ମୃତ୍ୟୁଭୋଗ କରିଥିବା ଦିନଟିକୁ ବୁଝାଏ (ପ୍ରେରିତ ୭:୫୯-୬୦)I

the believers were all scattered

“ସମସ୍ତେ” ଶବ୍ଦଟି ତାଡ଼ନା ସକାଶୁ ଯିରୂଶାଲମ ଛାଡ଼ି ଚାଲିଯାଇଥିବା ବହୁସଂଖ୍ୟକ ବିଶ୍ବାସୀମାନଙ୍କୁ ଏହା ସାଧାରଣତଃ ବୁଝାଏ I (ଦେଖ: rc://*/ta/man/translate/figs-hyperbole)

except the apostles

ଏହି ଉକ୍ତି ସୂଚିତ କରେ ଯେ ଯଦିଓ ପ୍ରେରିତମାନେ ମଧ୍ୟ ଏହି ମହା ତାଡ଼ନାର ସମ୍ମୁଖୀନ ହୋଇଥିଲେ ତଥାପି ସେମାନେ ଯିରୂଶାଲମରେ ରହିଥିଲେ I (ଦେଖ: rc://*/ta/man/translate/figs-explicit)