or_tn/act/07/59.md

8 lines
504 B
Markdown

# Connecting Statement:
ଏଇଠି ସ୍ତିଫାନଙ୍କର ଘଟଣା ଶେଷ ହେଉଛି I
# receive my spirit
ମୋହର ଆତ୍ମାକୁ ଗ୍ରହଣ କର I ଏଠାରେ “ଦୟାକରି” ଶବ୍ଦ ବ୍ୟବହାର କରିବା ସହାୟକ ହେବ, କାରଣ ଏହା ଅନୁରୋଧ ସୂଚକ ଅଟେ I ବିକଳ୍ପ ଅନୁବାଦ: “ ଦୟାକରି ମୋହର ଆତ୍ମାକୁ ଗ୍ରହଣ କର”