# Connecting Statement: ଏଇଠି ସ୍ତିଫାନଙ୍କର ଘଟଣା ଶେଷ ହେଉଛି I # receive my spirit ମୋହର ଆତ୍ମାକୁ ଗ୍ରହଣ କର I ଏଠାରେ “ଦୟାକରି” ଶବ୍ଦ ବ୍ୟବହାର କରିବା ସହାୟକ ହେବ, କାରଣ ଏହା ଅନୁରୋଧ ସୂଚକ ଅଟେ I ବିକଳ୍ପ ଅନୁବାଦ: “ ଦୟାକରି ମୋହର ଆତ୍ମାକୁ ଗ୍ରହଣ କର”