or_tn/act/07/58.md

818 B

They dragged him out of the city

ସେମାନେ ସ୍ତିଫାନଙ୍କୁ ଧରିଲେ ଓ ବଳରେ ତାହାଙ୍କୁ ନଗରର ବାହାରକୁ ନେଇଗଲେ

outer clothing

ଏଗୁଡିକ ଅଙ୍ଗରଖା ବା ବସ୍ତ୍ର, ଏକ ଜ୍ୟାକେଟ୍ କିଅବା କୋଟ୍ ଭଳି, ଯାହା ବାହାରେ ଦେହକୁ ଗରମ ରଖିବାପାଇଁ ସେମାନେ ପିନ୍ଧୁଥିଲେ I

at the feet

ପାଦ ପାଖରେ I ସେମାନେ ସେଠାରେ ରଖୁଥିଲେ ଯେପରି ଶାଉଲ ସେଗୁଡିକ ଜଗିରହିବେ I

a young man

ସେହି ସମୟରେ ଶାଉଲଙ୍କୁ ପ୍ରାୟ ୩୦ ବର୍ଷ ବୟସ ହୋଇଥିଲା