# They dragged him out of the city ସେମାନେ ସ୍ତିଫାନଙ୍କୁ ଧରିଲେ ଓ ବଳରେ ତାହାଙ୍କୁ ନଗରର ବାହାରକୁ ନେଇଗଲେ # outer clothing ଏଗୁଡିକ ଅଙ୍ଗରଖା ବା ବସ୍ତ୍ର, ଏକ ଜ୍ୟାକେଟ୍ କିଅବା କୋଟ୍ ଭଳି, ଯାହା ବାହାରେ ଦେହକୁ ଗରମ ରଖିବାପାଇଁ ସେମାନେ ପିନ୍ଧୁଥିଲେ I # at the feet ପାଦ ପାଖରେ I ସେମାନେ ସେଠାରେ ରଖୁଥିଲେ ଯେପରି ଶାଉଲ ସେଗୁଡିକ ଜଗିରହିବେ I # a young man ସେହି ସମୟରେ ଶାଉଲଙ୍କୁ ପ୍ରାୟ ୩୦ ବର୍ଷ ବୟସ ହୋଇଥିଲା