or_tn/act/07/52.md

16 lines
1.1 KiB
Markdown

# Which of the prophets did your fathers not persecute?
ସ୍ତିଫାନ ଏହା ଦେଖାଇବାକୁ ସେମାନଙ୍କୁ ଏହି ପ୍ରଶ୍ନ କରୁଛନ୍ତି ଯେ ସେମାନେ ଆପଣାମାନଙ୍କ ପିତୃପୁରୁଷମାନଙ୍କର ଭ୍ରାନ୍ତିରୁ କିଛି ଶିଖିଲେ ନାହିଁ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପିତୃପୁରୁଷମାନେ ସମସ୍ତ ଭାବବାଦୀମାନଙ୍କୁ ତାଡନା କଲେ !” (ଦେଖ: [[rc://*/ta/man/translate/figs-rquestion]])
# Righteous One
ଏହା ଖ୍ରୀଷ୍ଟ ଅର୍ଥାତ୍ ମଶୀହଙ୍କୁ ବୁଝାଏ I
# you have now become the betrayers and murderers of him also
ତୁମ୍ଭେମାନେ ମଧ୍ୟ ତାହାଙ୍କୁ ସମର୍ପଣ କରି ବଧ କଲ
# murderers of him
ଧାର୍ମିକ ବ୍ୟକ୍ତିଙ୍କର ହତ୍ୟାକାରୀଗଣ କିମ୍ବା “ଖ୍ରୀଷ୍ଟଙ୍କର ହତ୍ୟାକାରୀଗଣ”