or_tn/act/07/52.md

1.1 KiB

Which of the prophets did your fathers not persecute?

ସ୍ତିଫାନ ଏହା ଦେଖାଇବାକୁ ସେମାନଙ୍କୁ ଏହି ପ୍ରଶ୍ନ କରୁଛନ୍ତି ଯେ ସେମାନେ ଆପଣାମାନଙ୍କ ପିତୃପୁରୁଷମାନଙ୍କର ଭ୍ରାନ୍ତିରୁ କିଛି ଶିଖିଲେ ନାହିଁ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପିତୃପୁରୁଷମାନେ ସମସ୍ତ ଭାବବାଦୀମାନଙ୍କୁ ତାଡନା କଲେ !” (ଦେଖ: rc://*/ta/man/translate/figs-rquestion)

Righteous One

ଏହା ଖ୍ରୀଷ୍ଟ ଅର୍ଥାତ୍ ମଶୀହଙ୍କୁ ବୁଝାଏ I

you have now become the betrayers and murderers of him also

ତୁମ୍ଭେମାନେ ମଧ୍ୟ ତାହାଙ୍କୁ ସମର୍ପଣ କରି ବଧ କଲ

murderers of him

ଧାର୍ମିକ ବ୍ୟକ୍ତିଙ୍କର ହତ୍ୟାକାରୀଗଣ କିମ୍ବା “ଖ୍ରୀଷ୍ଟଙ୍କର ହତ୍ୟାକାରୀଗଣ”