12 lines
1.7 KiB
Markdown
12 lines
1.7 KiB
Markdown
# Heaven is my throne ... the earth is the footstool for my feet
|
|
|
|
ଭାବବାଦୀ ଈଶ୍ବରଙ୍କ ଉପସ୍ଥିତିର ମହାନତାକୁ ତୁଳନା କରୁଛନ୍ତି ଯେ ପୃଥିବୀରେ ଈଶ୍ବରଙ୍କ ବିଶ୍ରାମ ନିମନ୍ତେ ଏକ ସ୍ଥାନ ନିର୍ମାଣ କରିବା ମନୁଷ୍ୟ ପକ୍ଷରେ କେତେ ଅସମ୍ଭବ, କାରଣ ସମଗ୍ର ପୃଥିବୀ ଈଶ୍ବରଙ୍କ ପାଦପୀଠ ଛଡା କିଛି ନୁହେଁ I
|
|
|
|
# What kind of house can you build for me?
|
|
|
|
ଈଶ୍ବରଙ୍କର ଯତ୍ନ ନେବାକୁ ମନୁଷ୍ୟର ଉଦ୍ୟମସବୁ ଯେ ବୃଥା ମାତ୍ର ତାହା ଦେଖାଇବାକୁ ଈଶ୍ବର ଏହି ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଆମ୍ଭ ନିମନ୍ତେ ଯଥେଷ୍ଟ ହେବାଭଳି ଏକ ଗୃହ ନିର୍ମାଣ କରିପାରିବ ନାହିଁ!” (ଦେଖ: [[rc://*/ta/man/translate/figs-rquestion]])
|
|
|
|
# what is the place for my rest?
|
|
|
|
ଈଶ୍ବର ଏହା ଦେଖାଇବାକୁ ଏହି ପ୍ରଶ୍ନ କରୁଛନ୍ତି ଯେ ମନୁଷ୍ୟ ଈଶ୍ବରଙ୍କ ନିମନ୍ତେ କୌଣସି ବିଶ୍ରାମସ୍ଥାନ ଯୋଗାଇ ପାରିବ ନାହିଁ I ବିକଳ୍ପ ଅନୁବାଦ: “ଆମ୍ଭ ନିମନ୍ତେ ଯଥେଷ୍ଟ ହେବା ଭଳି କୌଣସି ବିଶ୍ରାମସ୍ଥାନ ନାହିଁ !” (ଦେଖ: [[rc://*/ta/man/translate/figs-rquestion]])
|