or_tn/act/07/49.md

1.7 KiB

Heaven is my throne ... the earth is the footstool for my feet

ଭାବବାଦୀ ଈଶ୍ବରଙ୍କ ଉପସ୍ଥିତିର ମହାନତାକୁ ତୁଳନା କରୁଛନ୍ତି ଯେ ପୃଥିବୀରେ ଈଶ୍ବରଙ୍କ ବିଶ୍ରାମ ନିମନ୍ତେ ଏକ ସ୍ଥାନ ନିର୍ମାଣ କରିବା ମନୁଷ୍ୟ ପକ୍ଷରେ କେତେ ଅସମ୍ଭବ, କାରଣ ସମଗ୍ର ପୃଥିବୀ ଈଶ୍ବରଙ୍କ ପାଦପୀଠ ଛଡା କିଛି ନୁହେଁ I

What kind of house can you build for me?

ଈଶ୍ବରଙ୍କର ଯତ୍ନ ନେବାକୁ ମନୁଷ୍ୟର ଉଦ୍ୟମସବୁ ଯେ ବୃଥା ମାତ୍ର ତାହା ଦେଖାଇବାକୁ ଈଶ୍ବର ଏହି ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଆମ୍ଭ ନିମନ୍ତେ ଯଥେଷ୍ଟ ହେବାଭଳି ଏକ ଗୃହ ନିର୍ମାଣ କରିପାରିବ ନାହିଁ!” (ଦେଖ: rc://*/ta/man/translate/figs-rquestion)

what is the place for my rest?

ଈଶ୍ବର ଏହା ଦେଖାଇବାକୁ ଏହି ପ୍ରଶ୍ନ କରୁଛନ୍ତି ଯେ ମନୁଷ୍ୟ ଈଶ୍ବରଙ୍କ ନିମନ୍ତେ କୌଣସି ବିଶ୍ରାମସ୍ଥାନ ଯୋଗାଇ ପାରିବ ନାହିଁ I ବିକଳ୍ପ ଅନୁବାଦ: “ଆମ୍ଭ ନିମନ୍ତେ ଯଥେଷ୍ଟ ହେବା ଭଳି କୌଣସି ବିଶ୍ରାମସ୍ଥାନ ନାହିଁ !” (ଦେଖ: rc://*/ta/man/translate/figs-rquestion)