or_tn/act/07/29.md

8 lines
839 B
Markdown

# General Information:
ସ୍ତିଫାନଙ୍କର ଶ୍ରୋତାମାନେ ଜାଣିସାରିଥିଲେ ଯେ ମୋଶା ମିଶରରୁ ପଳାୟନ କରିବା ସମୟରେ ଜଣେ ମିଦିୟନୀୟା ସ୍ତ୍ରୀଙ୍କୁ ବିବାହ କରି ସାରିଥିଲେ I (ଦେଖ: [[rc://*/ta/man/translate/figs-explicit]])
# after hearing this
ଅନ୍ତର୍ନିହିତ ସୂଚନା ଏହି ଯେ ଦିନକ ପୂର୍ବରୁ ସେ ଜଣେ ମିଶରୀୟକୁ ବଧ କରିଥିବା ବିଷୟ ଇଶ୍ରାୟେଲୀୟମାନେ ଜାଣିଛନ୍ତି ବୋଲି ମୋଶା ବୁଝିପାରିଥିଲେ ([ପ୍ରେରିତ ୭:୨୮](../07/28.md)). (ଦେଖ: [[rc://*/ta/man/translate/figs-explicit]])