or_tn/act/07/29.md

839 B

General Information:

ସ୍ତିଫାନଙ୍କର ଶ୍ରୋତାମାନେ ଜାଣିସାରିଥିଲେ ଯେ ମୋଶା ମିଶରରୁ ପଳାୟନ କରିବା ସମୟରେ ଜଣେ ମିଦିୟନୀୟା ସ୍ତ୍ରୀଙ୍କୁ ବିବାହ କରି ସାରିଥିଲେ I (ଦେଖ: rc://*/ta/man/translate/figs-explicit)

after hearing this

ଅନ୍ତର୍ନିହିତ ସୂଚନା ଏହି ଯେ ଦିନକ ପୂର୍ବରୁ ସେ ଜଣେ ମିଶରୀୟକୁ ବଧ କରିଥିବା ବିଷୟ ଇଶ୍ରାୟେଲୀୟମାନେ ଜାଣିଛନ୍ତି ବୋଲି ମୋଶା ବୁଝିପାରିଥିଲେ (ପ୍ରେରିତ ୭:୨୮). (ଦେଖ: rc://*/ta/man/translate/figs-explicit)