or_tn/act/07/25.md

635 B

he thought

ସେ ମନେ କରିଥିଲେ

by his hand was rescuing them

ଏଠାରେ “ହସ୍ତ” ମୋଶାଙ୍କର କାର୍ଯ୍ୟକୁ ବୁଝାଏ I ବିକଳ୍ପ ଅନୁବାଦ: “ମୋଶା ଯାହା କରୁଥିଲେ ତଦ୍ଦ୍ବାରା ସେମାନଙ୍କୁ ଉଦ୍ଧାର କରୁଥିଲେ” କିମ୍ବା “ସେମାନଙ୍କୁ ଉଦ୍ଧାର କରିବାପାଇଁ ମୋଶାଙ୍କର କାର୍ଯ୍ୟକୁ ବ୍ୟବହାର କରୁଥିଲେ” (ଦେଖ: rc://*/ta/man/translate/figs-metonymy)