# he thought ସେ ମନେ କରିଥିଲେ # by his hand was rescuing them ଏଠାରେ “ହସ୍ତ” ମୋଶାଙ୍କର କାର୍ଯ୍ୟକୁ ବୁଝାଏ I ବିକଳ୍ପ ଅନୁବାଦ: “ମୋଶା ଯାହା କରୁଥିଲେ ତଦ୍ଦ୍ବାରା ସେମାନଙ୍କୁ ଉଦ୍ଧାର କରୁଥିଲେ” କିମ୍ବା “ସେମାନଙ୍କୁ ଉଦ୍ଧାର କରିବାପାଇଁ ମୋଶାଙ୍କର କାର୍ଯ୍ୟକୁ ବ୍ୟବହାର କରୁଥିଲେ” (ଦେଖ: [[rc://*/ta/man/translate/figs-metonymy]])