or_tn/act/07/20.md

891 B

At that time Moses was born

ଏହା ଘଟଣା ମଧ୍ୟକୁ ମୋଶାଙ୍କର ପରିଚୟ କରାଏ I (ଦେଖ: rc://*/ta/man/translate/writing-participants)

very beautiful before God

ଏହି ବାକ୍ୟାଂଶ ଏକ ରୂଢି ଯାହାର ଅର୍ଥ ହେଉଛି ମୋଶା ଅତି ସୁନ୍ଦର ଥିଲେ I (ଦେଖ: rc://*/ta/man/translate/figs-idiom)

was nourished

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ତାଙ୍କର ପିତାମାତା ତାହାଙ୍କୁ ପ୍ରତିପାଳନ କଲେ” କିଅବା “ତାଙ୍କର ପିତାମାତା ତାହାଙ୍କର ଯତ୍ନ ନେଲେ” (ଦେଖ: rc://*/ta/man/translate/figs-activepassive)