# At that time Moses was born ଏହା ଘଟଣା ମଧ୍ୟକୁ ମୋଶାଙ୍କର ପରିଚୟ କରାଏ I (ଦେଖ: [[rc://*/ta/man/translate/writing-participants]]) # very beautiful before God ଏହି ବାକ୍ୟାଂଶ ଏକ ରୂଢି ଯାହାର ଅର୍ଥ ହେଉଛି ମୋଶା ଅତି ସୁନ୍ଦର ଥିଲେ I (ଦେଖ: [[rc://*/ta/man/translate/figs-idiom]]) # was nourished ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ତାଙ୍କର ପିତାମାତା ତାହାଙ୍କୁ ପ୍ରତିପାଳନ କଲେ” କିଅବା “ତାଙ୍କର ପିତାମାତା ତାହାଙ୍କର ଯତ୍ନ ନେଲେ” (ଦେଖ: [[rc://*/ta/man/translate/figs-activepassive]])