or_tn/act/07/13.md

753 B

On their second trip

ସେମାନଙ୍କର ପରବର୍ତ୍ତୀ ଯାତ୍ରାରେ (ଦେଖ: rc://*/ta/man/translate/translate-ordinal)

made himself known

ଯୋଷେଫ ଆପଣା ଭାଇମାନଙ୍କୁ ସେମାନଙ୍କର ଭାଇ ଭାବରେ ଆପଣାର ପରିଚୟ ଦେଲେ I

Joseph's family became known to Pharaoh

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଫାରୋ ଜାଣିବାକୁ ପାଇଲେ ଯେ ସେମାନେ ଯୋଷେଫଙ୍କ ପରିବାର ଅଟନ୍ତି I (ଦେଖ: rc://*/ta/man/translate/figs-activepassive)