or_tn/act/07/13.md

12 lines
753 B
Markdown
Raw Permalink Normal View History

2020-11-19 00:15:53 +00:00
# On their second trip
ସେମାନଙ୍କର ପରବର୍ତ୍ତୀ ଯାତ୍ରାରେ (ଦେଖ: [[rc://*/ta/man/translate/translate-ordinal]])
# made himself known
ଯୋଷେଫ ଆପଣା ଭାଇମାନଙ୍କୁ ସେମାନଙ୍କର ଭାଇ ଭାବରେ ଆପଣାର ପରିଚୟ ଦେଲେ I
# Joseph's family became known to Pharaoh
ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଫାରୋ ଜାଣିବାକୁ ପାଇଲେ ଯେ ସେମାନେ ଯୋଷେଫଙ୍କ ପରିବାର ଅଟନ୍ତି I (ଦେଖ: [[rc://*/ta/man/translate/figs-activepassive]])