or_tn/act/07/08.md

12 lines
1.0 KiB
Markdown

# gave Abraham the covenant of circumcision
ଯିହୂଦୀମାନେ ବୁଝିଥିବେ ଯେ ଏହି ଚୁକ୍ତି ସକାଶୁ ଅବ୍ରହାମଙ୍କୁ ତାହାଙ୍କ ପରିବାରର ପୁରୁଷ ସନ୍ତାନମାନଙ୍କୁ ସୁନ୍ନତ କରିବାକୁ ପଡିଥିଲା I ବିକଳ୍ପ ଅନୁବାଦ: “ଅବ୍ରାହାମଙ୍କ ପରିବାରର ପୁରୁଷ ସନ୍ତାନମାନଙ୍କୁ ସୁନ୍ନତ କରିବା ନିମନ୍ତେ ନିୟମ ସ୍ଥାପନ କଲେ” (ଦେଖ: [[rc://*/ta/man/translate/figs-explicit]])
# so Abraham became the father of Isaac
ଘଟଣାଟି ଅବ୍ରାହାମଙ୍କ ସନ୍ତାନମାନଙ୍କ ଆଡ଼କୁ ସ୍ଥାନାନ୍ତର ହେଉଛି I
# Jacob the father
ଯାକୁବ ପିତା ହେଲେ I ସ୍ତିଫାନ ଏହାକୁ ସଂକ୍ଷିପ୍ତ କଲେ I (ଦେଖ: [[rc://*/ta/man/translate/figs-ellipsis]])