or_tn/act/07/08.md

1.0 KiB

gave Abraham the covenant of circumcision

ଯିହୂଦୀମାନେ ବୁଝିଥିବେ ଯେ ଏହି ଚୁକ୍ତି ସକାଶୁ ଅବ୍ରହାମଙ୍କୁ ତାହାଙ୍କ ପରିବାରର ପୁରୁଷ ସନ୍ତାନମାନଙ୍କୁ ସୁନ୍ନତ କରିବାକୁ ପଡିଥିଲା I ବିକଳ୍ପ ଅନୁବାଦ: “ଅବ୍ରାହାମଙ୍କ ପରିବାରର ପୁରୁଷ ସନ୍ତାନମାନଙ୍କୁ ସୁନ୍ନତ କରିବା ନିମନ୍ତେ ନିୟମ ସ୍ଥାପନ କଲେ” (ଦେଖ: rc://*/ta/man/translate/figs-explicit)

so Abraham became the father of Isaac

ଘଟଣାଟି ଅବ୍ରାହାମଙ୍କ ସନ୍ତାନମାନଙ୍କ ଆଡ଼କୁ ସ୍ଥାନାନ୍ତର ହେଉଛି I

Jacob the father

ଯାକୁବ ପିତା ହେଲେ I ସ୍ତିଫାନ ଏହାକୁ ସଂକ୍ଷିପ୍ତ କଲେ I (ଦେଖ: rc://*/ta/man/translate/figs-ellipsis)