or_tn/act/06/15.md

1002 B

fixed their eyes on him

ଏହା ଏକ ରୁଢ଼ି ଯାହାର ଅର୍ଥ ହେଉଛି ଯେ ସେମାନେ ତାହାଙ୍କ ପ୍ରତି ଏକ ଦୃଷ୍ଟିରେ ଚାହିଁଲେ I ଏଠାରେ “ଦୃଷ୍ଟି” ଶବ୍ଦଟି ଦେଖିବାର ଏକ ପ୍ରତିନାମ ଅଟେ I ବିକଳ୍ପ ଅନୁବାଦ: “ତାହାଙ୍କ ପ୍ରତି ଏକ ଦୃଷ୍ଟିରେ ଚାହିଁଲେ” କିମ୍ବା ""ଅବଲୋକନ କଲେ"" (ଦେଖ: rc://*/ta/man/translate/figs-idiom)

was like the face of an angel

ଏହି ବାକ୍ୟାଂଶ ତାହାଙ୍କର ମୁଖକୁ ଜଣେ ଦୂତଙ୍କର ମୁଖ ସହିତ ତୁଳନା କରୁଛି, କିନ୍ତୁ ସେମାନଙ୍କ ମଧ୍ୟରେ କଅଣ ସାଧାରଣ ବିଷୟ ରହିଛି ତାହା କହୁ ନାହିଁ I (ଦେଖ: rc://*/ta/man/translate/figs-simile)