or_tn/act/06/15.md

8 lines
1002 B
Markdown
Raw Permalink Normal View History

2020-11-19 00:15:53 +00:00
# fixed their eyes on him
ଏହା ଏକ ରୁଢ଼ି ଯାହାର ଅର୍ଥ ହେଉଛି ଯେ ସେମାନେ ତାହାଙ୍କ ପ୍ରତି ଏକ ଦୃଷ୍ଟିରେ ଚାହିଁଲେ I ଏଠାରେ “ଦୃଷ୍ଟି” ଶବ୍ଦଟି ଦେଖିବାର ଏକ ପ୍ରତିନାମ ଅଟେ I ବିକଳ୍ପ ଅନୁବାଦ: “ତାହାଙ୍କ ପ୍ରତି ଏକ ଦୃଷ୍ଟିରେ ଚାହିଁଲେ” କିମ୍ବା ""ଅବଲୋକନ କଲେ"" (ଦେଖ: [[rc://*/ta/man/translate/figs-idiom]])
# was like the face of an angel
ଏହି ବାକ୍ୟାଂଶ ତାହାଙ୍କର ମୁଖକୁ ଜଣେ ଦୂତଙ୍କର ମୁଖ ସହିତ ତୁଳନା କରୁଛି, କିନ୍ତୁ ସେମାନଙ୍କ ମଧ୍ୟରେ କଅଣ ସାଧାରଣ ବିଷୟ ରହିଛି ତାହା କହୁ ନାହିଁ I (ଦେଖ: [[rc://*/ta/man/translate/figs-simile]])